Daily Archives

December 17, 2020

ଖୁବଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା: କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ…

ଭୁବନେଶ୍ୱର: ଖୁବ୍‍ ଶୀଘ୍ର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗୁରୁବାର ମନ୍ତ୍ରୀ ଶ୍ରୀ ପଟେଲ୍‍ଙ୍କୁ ଭେଟିଥିଲେ। ଏହି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ମୁମ୍ବାଇ ମଡ଼େଲ; ମହାରାଷ୍ଟ୍ର ପୁଲିସକୁ ରିପୋର୍ଟ ତଲବ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜଣେ ମଡ଼େଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । ମହିଳା ଆୟୋଗ ଏହି ଅଭିଯୋଗକୁ ଗ୍ରହଣ କରି ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକଙ୍କଠାରୁ ବିସ୍ତୃତ…

ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ ମାଗଣା କରୋନା ଟିକା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁରୁବାର ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ଯେ ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା…

ଆଇନ ବିରୋଧରେ ଆନ୍ଦୋଳନ କରିବା ମୌଳିକ ଅଧିକାର, କିନ୍ତୁ ଏଥିରେ କାହାକୁ ସମସ୍ୟା ନ ହେବା ଦରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନ ବିରୋଧରେ ଆନ୍ଦୋଳନ କରିବା ଠିକ୍‌। ଏହା ପ୍ରତି ଭାରତୀୟଙ୍କର ମୌଳିକ ଅଧିକାର। କିନ୍ତୁ ଏହି ଆନ୍ଦୋଳନ ଅନ୍ୟମାନଙ୍କ ପ୍ରତି ସମସ୍ୟା ସୃଷ୍ଟି ନ କରିବା ଦରକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ୩ କୃଷି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ରୁଜୁ ହୋଇଥିବା ପିଟିଶନ…

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧ ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି।…
error: Content is protected !!
Open chat