Daily Archives

December 24, 2020

କରୋନା ଠାରୁ ମଧ୍ୟ କ୍ଷତିକାରକ ଭାଇରସ୍‌ ତୃଣମୂଳ, ବିଜେପି ଏହାର ଭାକ୍‌ସିନ୍‌ : ଦିଲୀପ୍‌ ଘୋଷ

କୁଲ୍ପି – ପଶ୍ଚିମ ବଙ୍ଗ ବିଜେପି ପ୍ରମୁଖ ଦିଲୀପ ଘୋଷ ବିସ୍ଫୋରକ ବୟାନ ଦେଇଛନ୍ତି । ବୁଧବାର ଦିନ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ କୋଭିଡ-୧୯ ଠାରୁ ମଧ୍ୟ ବିପଦପୂର୍ଣ୍ଣ ଭାଇରସ୍‌ ଭାବେ ଦର୍ଶାଇଛନ୍ତି । ଘୋଷ ବୁଧବାର ଦିନ ସେ କହିଛନ୍ତି, ଆସନ୍ତା ବର୍ଷ ହେବାକୁ ଥିବା…

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ

ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ…

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ: ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ…

ଗୁରୁଦେବଙ୍କ ବାର୍ତ୍ତା ହିଁ ଆତ୍ମନିର୍ଭର ଭାରତର ଆଧାରଶୀଳା: ପ୍ରଧାନମନ୍ତ୍ରୀ

କଲକାତା: ବିଶ୍ଵଭାରତୀୟ ବିଶ୍ଵବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ଟାଗୋର ଭାରତ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ, ତାହାକୁ ସାକାର କରିବା ପାଇଁ ଏହି ଅନୁଷ୍ଠାନ ସାରା ଦେଶକୁ ଶକ୍ତି ଯୋଗାଉଛି। ଗୁରୁଦେବ ବିଶ୍ଵଭାରତୀକୁ ଏପରି ଭାବେ…
error: Content is protected !!
Open chat