Daily Archives

December 19, 2020

ପରୀ ହତ୍ୟାକାଣ୍ଡ ମାମଲା: ସନ୍ଦିଗ୍ଧ ସରୋଜଙ୍କ ସମେତ ମା’ ଓ ଭଉଣୀଙ୍କୁ ଉଠାଇ ନେଲା ଏସ୍ଆଇଟି

ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍ ଆଇ ଟି ଉଠାଇ ନେଇଛି। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍ ଆଇଟି ଉଠାଇଛି। ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।ଆଜି…

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା, ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ପୁରୀ : ଏଣିକି ମାତ୍ର ୧୦୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ରହିବାକୁ ଏଣିକି ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା କୋଣସି ହୋଟେଲରେ ଅଧିକ ଦର ଦେଇ ରହିବାକୁ ପଡିବନି । ଏଣିକି ମାତ୍ର ଶହେ…

ଭାରତ ବିରୁଦ୍ଧରେ କୌଣସି ଦେଶ ଯୁଦ୍ଧ ଆରମ୍ଭ କଲେ, ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ : ରାଜନାଥ

ହାଇଦ୍ରାବାଦ :​‌ ଭାରତ ବିରୁଦ୍ଧରେ ଯଦି କୌଣସି ଦେଶ ଯୁଦ୍ଧ ଆରମ୍ଭ କରେ, ତେବେ ଏହାର ଉଚିତ ଜବାବ୍‍ ଦେବାକୁ ଦେଶ ବେଶ୍‍ ସକ୍ଷମ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଯୁଦ୍ଧ କୌଶଳ ଓ ଶୈଳୀରେ ପରିବର୍ତ୍ତନ ଘଟୁଥିବା ଦର୍ଶାଇ ଶ୍ରୀ ସିଂହ ବିମାନ ବାହିନୀର ନବନିଯୁକ୍ତ…

ବିଦ୍ୟୁତ ତାର ଛିଣ୍ଡିବାରୁ ଧାନ ଅମଳ ମେସିନ ସହ ଜଳିଗଲେ ଟ୍ରାକ୍ଟର ଚାଳକ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଲଗାଇ ଧାନ ଅମଳ କରୁଥିବା ବେଳେ ଖଳା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ଫଳରେ ଟ୍ରାକ୍ଟର ଚାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ମନୋଜ କୁମାର ପ୍ରଧାନ…

ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍‌ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା

କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି । ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ…

ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ…

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ କରାଯାଉଥିବା ଏସ୍‌ଆଇଟି ତଦନ୍ତରେ ତୃଟି ଥିବା ଦର୍ଶାଇ ଅସନ୍ତୋଷ ବ୍ୟକ୍ତ…

ତ୍ରୁଟି ନ ସୁଧାରିବା ଯାଏଁ ବାଙ୍ଗାଲୋର ଆପଲ୍ କାରଖାନାରେ କାମ ବନ୍ଦ

ବିଶ୍ୱର ଉନ୍ନତ ଗୁଣବତ୍ତା ସମ୍ପନ୍ନ ମୋବାଇଲ ଓ ଲାପଟପ ନିର୍ମାତା ଆପଲ୍ ଇନ୍ କହିଛି ଯେ ଏହାର କର୍ଣ୍ଣାଟକ ପ୍ଲାଣ୍ଟରେ ଭଙ୍ଗାରୁଜା ଘଟଣା ପରେ ଚୁକ୍ତିଭିତ୍ତିକ ନିର୍ମାତା ୱିଷ୍ଟ୍ରନକୁ ସାମୟିକ ପରୀକ୍ଷଣ ସ୍ଥରରେ ରଖିଛି ଏବଂ ତ୍ରୁଟି ନ ସୁଧାରିବା ଯାଏଁ ତାଇୱାନ ଫାର୍ମକୁ ନୂତନ ବ୍ୟବସାୟ ଦେବ…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବରିଷ୍ଠ ଆକାଉଣ୍ଟ୍‌ସ୍‌ ଅଫିସର୍‌ଙ୍କ ଘରେ…

ଭୁବନେଶ୍ୱର: ଆୟବର୍ହିଭୂତ ତଥା ଅଜ୍ଞାତ ସୂତ୍ରରୁ ଉପାର୍ଜିତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶନିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଆକାଉଣ୍ଟ୍‌ସ୍‌ ଅଫିସର୍‌ଙ୍କ ଘରେ ଭିଜିଲାନ୍‌ସ୍‌ ତରଫରୁ ଚଢ଼ାଉ ଆରମ୍ଭ ହୋଇଛି। ଭୁବନେଶ୍ୱର ସ୍ପେସାଲ୍‌ ଭିଜିଲାନ୍‌ସ୍‌ ଜଜ୍‌ଙ୍କ ସର୍ଚ…

ପଶ୍ଚିମବଙ୍ଗରେ ଅମିତ ଶାହ: ରାମକୃଷ୍ଣ ଆଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କଲକାତା: ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି ରଖିଛି। ତେବେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ବିଧାୟକ ଏବଂ ନେତାମାନେ ଦଳ…

ଚୀନକୁ ବଡ଼ ଝଟ୍‌କା; ୧୨ କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚୀନକୁ ବଡ଼ ଝଟ୍‌କା ଦେଇଛି ଆମେରିକା। ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ…
error: Content is protected !!
Open chat