Daily Archives

December 9, 2020

ମିଳିବ ନିଯୁକ୍ତି ପ୍ରୋତ୍ସାହନ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଅନ୍ତର୍ଗତ କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ କ୍ୟାବିନେଟ ଏହି…

୨୦୨୩ ହକି ବିଶ୍ବକପ୍‌ ପ୍ରସ୍ତୁତି, ବଢ଼ିବ ବିଜୁ ପଟ୍ଟନାୟକ ଷ୍ଟାଡିୟମ କ୍ଷମତା

ବନେଶ୍ୱର/ରାଉରକେଲା, ୯/ ୧୨: ଏଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଉଭୟ ଭୁବନେଶ୍ୱର ଓ ରାଉରକେଲା ଦୁଇଟି ଭେନ୍ୟୁରେ ଆୟୋଜିତ ହେବ । ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌-୨୦୧୮ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା । ତେଣୁ ଭୁବନେଶ୍ୱରରେ ଅନ୍ତର୍ଜାତୀୟ…

ସବୁ ଗାଁ ହେବ ୱାଇଫାଇ; ସରକାର ଆଣିଲେ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ। ମାଗଣାରେ ଉପଲବ୍ଧ ହେବ ଇଣ୍ଟରନେଟ୍‌ ସେବା। ୱାଇଫାଇ ଜରିଆରେ ବ୍ୟବହାରକାରୀ ଇଣ୍ଟରନେଟ୍‌ ସୁବିଧା ପାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌…

ସମ୍ବଲପୁର ମୁଖ୍ୟ ଡାକଘରକୁ ହେରିଟେଜ କୋଠା ମାନ୍ୟତା

ସମ୍ବଲପୁର: ୧୯୦୦ ମସିହାରେ ନିର୍ମିତ ସମ୍ବଲପୁର ମୁଖ୍ୟ ଡାକଘରକୁ ପ୍ରାଚୀନ କୀର୍ତ୍ତି ବା ହେରିଟେଜ କୋଠା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକବିଭାଗର ହେରିଟେଜ ଓ ମ୍ୟୁଜିୟମ ପରିଚାଳନା ସଂସ୍ଥା ତରଫରୁ ଚଳିତ ଡିସେମ୍ବର ୭ ତାରିଖରେ ଏହି ଘୋଷଣା…

କାଟ ଖାଇଲା ସରକାରଙ୍କ ପ୍ରସ୍ତାବ, ଦେଶବ୍ୟାପୀ ଜୋରଦାର ହେବ ବିକ୍ଷୋଭ

ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇକୋ ରିଟ୍ରିଟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନର ଇକୋ ରିଟ୍ରିଟର ଦ୍ୱିତୀୟ ସଂସ୍କରଣକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ସମାରୋହରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର…

କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ପୋଷ୍ଟର: ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଏଣିକି ସରକାର କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇପାରିବେନି। ଏହା ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‌ ଲଗାଯାଉଛି। କିନ୍ତୁ…

କିଛି ସପ୍ତାହରେ ଟିକାକୁ ମିଳିବ ଅନୁମତି : ଡୋଜ୍‌ ପ୍ରତି ୨୫୦ ଟଙ୍କାରେ ଦେବ ସିରମ

ନୂଆଦିଲ୍ଲୀ : ରୁଷ୍‌ରେ କରୋନା ଟିକା ସ୍ପୁଟନିକ୍‌-୫ର ଗଣ ଟିକାଦାନ ଆରମ୍ଭ ହୋଇଥିବାବେଳେ ଆଜି ଫାଇଜର ପ୍ରସ୍ତୁତ ଟିକାକୁ ବ୍ରିଟେନ ସର୍ବସାଧାରଣରେ ଦେବା ଆରମ୍ଭ କରିଛି। ବ୍ରିଟେନର ଜଣେ ୯୦ ବର୍ଷୀୟ ମହିଳା ଫାଇଜର ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଆଉ କିଛି ସପ୍ତାହ ପରେ କରୋନା…
error: Content is protected !!
Open chat