Daily Archives

December 7, 2020

ନିରାଶ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମିଳିଲାନି ଜାମିନ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଥିବାର ଖବର ମିଳିଛି। ଦୁର୍ନୀତି ଅଭିଯୋଗରେ ଝାରପଡ଼ା ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଭୁବନେଶ୍ୱର ଏଡିଜେ-୩ ଖାରଜ କରିଥିବା ଜଣାଯାଇଛି।ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନରେ କୋର୍ଟ…

ବଢିଲା ବସ ଭଡା : ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟର ପିଛା ୨ ପଇସା ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇ ଦେଇଛନ୍ତି। ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବଢ଼ା ଯାଇଛି। ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ାଇଛନ୍ତି। ସାଧାରଣ ବସ୍ ଭଡ଼ା ୭୨ରୁ ବଢ଼ି ୭୩ ପଇସା ହୋଇଥିବା…

‘ଭାରତ ବନ୍ଦ’ ସମୟରେ ଶାନ୍ତିରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ: କୃଷକ ସଂଗଠନ ଡାକରା ଦେଇଥିବା ‘ଭାରତ ବନ୍ଦ’ ସମୟରେ ଶାନ୍ତି ବଜାୟ ରଖିବା ଏବଂ ଏହାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଛି । ମଙ୍ଗଳବାର ଭାରତ…

କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନ‌ାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନ‌ାହିଁ। ଖୁବ ଶୀଘ୍ର ଦେଶବାସୀ କରୋନା ଟିକା ନେବେ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବା ସମୟରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗ୍ରା…

ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର –ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି(ମଙ୍ଗଳବାର) ଛୁଟି ଘୋଷଣା କରାଯାଇଛି। ତେବେ ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ବଜାୟ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା…

ଭାରତ ବନ୍ଦ ଯୋଗୁଁ ଜାନୁଆରି ୨କୁ ଘୁଞ୍ଚିଲା ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ପରୀକ୍ଷା

ଭୁବନେଶ୍ୱର : କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡ଼ିକଭାରତ ବନ୍ଦ ଡକରା ଦେଇଥିବାରୁ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାକୁ ଜାନୁଆରି ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆଜି ଜାରି ଏକ…

ଦିଲ୍ଲୀରୁ ୫ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଭାରତ ବନ୍ଦବେଳେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଦିଲ୍ଲୀର ଶକରପୁର ଅଞ୍ଚଳରୁ ସୋମବାର ୫ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଦିଲ୍ଲୀ ପୁଲିସର ସ୍ପେଶାଲ୍‌ ସ୍କ୍ବାଡ୍‌ ସହିତ ଗୁଳିବିନିମୟ ଘଟିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର…

‘କୋଭିସିଲ୍ଡ’ର ବ୍ୟବହାର ପାଇଁ ଅନୁମତି ମାଗିଲା ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ବ୍ରିଟିଶ ଫାଇଜର୍‌ ପରେ ଏବେ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଭାରତରେ କରୋନା ଟିକା ‘କୋଭିସିଲ୍‌ଡ’ର ବ୍ୟବହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି। ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅଧୀନରେ କମ୍ପାନୀ ଏହି ଅନୁମତି ମାଗିଛି। ତେବେ ଏପରି ଆବେଦନ କରିବାରେ ସେରମ୍‌…

ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ମିଳିବ ବ୍ଲୁ ଫ୍ଲାଗ ବିଚ୍‌ ମାନ୍ୟତା

ଭୁବନେଶ୍ୱର : ଓଡିଶା‌ର ଆଉ ୪ଟି ବ୍ଲୁ ଫ୍ଲାଗ ବିଚ ଖୋଲିବ। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ। ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ୨୦୨୧ ଶେଷ ସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପଦକ…

ଟାଟାରେ ଚାକିରି ନାଁରେ ଲୁଟ୍‌ ଘଟଣା: ଆକାଶକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର ୦୭/୧୨: ଟାଟାରେ ଚାକିରି କରାଇ ଦେବା ନାଁରେ ସାରା ଦେଶରୁ କୋଟି କୋଟି ଟଙ୍କା ଲୁଟିଛି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। ଏ ବିଷୟରେ ବ୍ୟକ୍ତିଗତ ସଚିବ (ପିଏସ୍‌) ଡେଭିଡ୍‌ ପିଟରଙ୍କ ଠାରୁ ଯଥେଷ୍ଟ ତଥ୍ୟ ପାଇ ସାରିଛି କ୍ରାଇମ୍‌ବ୍ରାଞ୍ଚ। ଏବେ କ୍ରାଇମ୍‌ବ୍ରାଞ୍ଚର…
error: Content is protected !!
Open chat