Daily Archives

December 13, 2020

୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ…

କରୋନା ମହାମାରୀ ସମୟରେ ଚାକିରି ହରାଇଥିବା ଲୋକଙ୍କୁ ଇ-ରିକ୍ସା ଦେବେ ସୋନୁ ସୁଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ସାହାଯ୍ୟ କରି ପୁଣି କୋଟି କୋଟି ଭାରତୀୟଙ୍କ ମନ କିଣିଛନ୍ତି ସୋନୁ। କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଗରିବଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ଏବେ ପୁଣି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।…

ଆଜି ମଧ୍ୟ ରାତ୍ରିରୁ ୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା

ମୁମ୍ବାଇ : ଆଜି ମଧ୍ୟରାତି (ରବିବାର-ସୋମବାର ରାତି ୧୨ଟା ୩୦ମିନିଟ) ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ…

କେନ୍ଦ୍ର-ପଶ୍ଚିମବଙ୍ଗ ଟକ୍କର, କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ୩ ଆଇପିଏସ ଅଧିକାରୀଙ୍କୁ ଛାଡିବେନି ମମତା ବାନାର୍ଜୀ

ପଶ୍ଚିମବଙ୍ଗର ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମମତା ସରକାର କହିଛନ୍ତି ଯେ ସେମାନେ ଏହି ଅଧିକାରୀମାନଙ୍କୁ ପଠାଇବେ ନାହିଁ। ଗୃହ ମନ୍ତ୍ରାଳୟ ଏ ସମ୍ପର୍କିତ ପତ୍ର ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ପାଇଥିବା ସୂଚନା…

କୃଷକ ଆନ୍ଦୋଳନକୁ ସମର୍ଥନ, ଇସ୍ତଫା ପତ୍ର ପଠାଇଲେ ପଞ୍ଜାବ ଜେଲର ଡ଼ିଆଇଜି

ପଞ୍ଜାବରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ପୁରସ୍କାର ଫେରସ୍ତ ପରେ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ପଞ୍ଜାବର ଜେଲ ଡ଼ିଆଇଜି ଲଖବିନ୍ଦର ସିଂ ଜାଖର ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି। ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ତଫା ଦେବାର କାରଣ ହେଉଛି କୃଷି ଆଇନ…

ଘରେ ପହଞ୍ଚିବ କରୋନା ଟୀକାକରଣ ସୂଚନା, ଜାଣିପାରିବେ ଟୀକାକରଣ କେନ୍ଦ୍ର ଓ ସମୟ

କରୋନା ଟୀକାକରଣ ପାଇଁ ଦିନକୁ ଦିନ ସମ୍ଭାବନା ବୃଦ୍ଧି ପାଉଥିବା ବେଳେ କାହାକୁ କେଉଁଠି ଓ କେଉଁ ସମୟରେ ଟୀକାକରଣ କରାଯିବ ସେ ନେଇ ଜାଣିବା ଆବଶ୍ୟକ ହୋଇପଡିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଏନଏମ, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ପୂର୍ବରୁ ସ୍ଥିରୀକୃତ ଲୋକଙ୍କ ଘରକୁ ଯାଇ ଭୋଟର…
error: Content is protected !!
Open chat