Daily Archives

December 10, 2020

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ପାଇବ ବରମୁଣ୍ଡା ବସ୍‌ ଟର୍ମିନାଲ : ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରିଛନ୍ତି । ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜ୍ୟର ସବୁଠାରୁ…

ଦେଶରେ ପ୍ରତିଦିନ ୧ମିଲିୟନ ଟିକାକରଣ କରିବା ପାଇଁ ପ୍ରସ୍ତୁତ ଆପୋଲୋ ହସ୍ପିଟାଲ

ନୂଆଦିଲ୍ଲୀ: ଦିନକୁ ଏକ ମିଲିୟନ୍ କରୋନାଭାଇରସ୍ ଟିକା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛି ଆପୋଲୋ। କିନ୍ତୁ ଟିକା କିପରି ବଣ୍ଟନ କରାଯିବ ଏବଂ ଘରୋଇ ସ୍ୱାସ୍ଥ୍ୟ ସେବା ନେଟୱାର୍କ ଏଥିରେ ଜଡିତ ହେବ କି ନାହିଁ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି। ଆପୋଲୋର ପରିଚାଳନା…

ନଭେମ୍ବରରେ ଦେଶରେ ନିଯୁକ୍ତି ହ୍ରାସ ପାଇଛି : ରିପୋର୍ଟ

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଭାରତରେ ନିଯୁକ୍ତି ପ୍ରଦାନ ୦.୯ ପ୍ରତିଶତ ହ୍ରାସ ପାଇ ୩୫ ଲକ୍ଷରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି । ଅକ୍ଟୋବର ମାସରେ ନିଯୁକ୍ତି ପ୍ରଦାନ ୦.୧ ପ୍ରତିଶତ ହ୍ରାସ ପାଇଥିଲା । ଗତ ଏପ୍ରିଲ,…

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ…

ସାଇବର ନିରାପତ୍ତା ଦେଶ ପାଇଁ ବଡ ଆହ୍ୱାନ – ରାଜନାଥ ସିଂହ

ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ପାଇଁ ବଡ ଆହ୍ୱାନ ହୋଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ଯେ ଆସିଆନର ସଦସ୍ୟ ଦେଶଗୁଡ଼ିକ…

ରାଜ୍ୟର ସମସ୍ତ ଆୟୁଷ ମେଡିକାଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ବର: ମାର୍ଚ୍ଚ ମାସରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଥିଲା। ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପୁଣି ଥରେ ସ୍କୁଲ-କଲେଜ ଖୋଲିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଡିିସେମ୍ବର ୧ରୁ କରୋନା କଟକଣା ସହ ରାଜ୍ୟରେ…

ସୋସିଆଲ ମିଡିଆର ଅପବ୍ୟବହାର ମାମଲା: ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

କଟକ: ସୋସିଆଲ ମିଡିଆର ଅପବ୍ୟବହାର ଯେପରି ନ ହେବ ତାହା ସରକାର ଦେଖିବା କଥା। ଯଦି ଏ ନେଇ ଅଭିଯୋଗ ହୁଏ ଓ ପ୍ରାଥମିକ ଭାବେ ଧର୍ତବ୍ୟ ଅପରାଧ ନେଇ ତଥ୍ୟ ରହିଥ‌ାଏ ତେବେ ପୁଲିସ ଯଥା ଶୀଘ୍ର ଏତଲା ରୁଜୁ କରିବା ଆବଶ୍ୟକ। ବିଳମ୍ବ ନ କରି ପୁଲିସ ଏପରି ଅଭିଯୋଗର ତଦନ୍ତ କରିବା ଉଚିତ ବୋଲି…

‘ଇସ୍ରୋ’ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ‘ଜିପିଏସ୍‌’କୁ ସ୍ବୀକୃତି ଦେଲା ‘ଆଇଏମ୍‌ଓ’

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି। ‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥୀ ସାମିଲ ହେବେ । ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ…
error: Content is protected !!
Open chat