Daily Archives

December 11, 2020

ଡିଜିଟାଲ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ: ଆଧାର କାର୍ଡ ପରି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି)ଖୁବ୍‌ଶୀଘ୍ର ଡିଜିଟାଲ ରୂପ ନେବାକୁ ଯାଉଛି। ଡିଜିଟାଲ ରୂପ ନେବା ପରେ ଜଣେ ଭୋଟର ନିଜର ପରିଚୟପତ୍ରକୁ ଡାଉନଲୋଡ କରିପାରିବେ। ଏହାଦ୍ବାରା ଡିଜିଟାଲ ଭର୍ସନରେ ମତଦାନ କରିବାର ସୁବିଧା ହୋଇପାରିବ। ରିପୋର୍ଟ ଅନୁଯାୟୀ ଆସନ୍ତା…

ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ପଶ୍ଚିମବଙ୍ଗ ଯିବେ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଯାଇଛି। ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗୁରୁବାର ଆକ୍ରମଣକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି। ଗତ ଗୁରୁବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ…

ହସ୍ପିଟାଲର ଅବହେଳାରୁ ଚାଲିଗଲା ୯ ନବଜାତକଙ୍କ ଜୀବନ

କୋଟା: ରାଜସ୍ଥାନର କୋଟାରେ ଥିବା ଜେ.କେ. ଲୋନ୍‌ ହସ୍ପିଟାଲରେ ୨୪ ଘଣ୍ଟା ମଧ୍ୟରେ ୯ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲର ଅବହେଳା ଯୋଗୁ ନବଜାତକମାନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ବିବାଦରେ ପଡ଼ିଛି ହସ୍ପିଟାଲ। ଏହି ଘଟଣାକୁ ନେଇ ସ୍ଥାନୀୟ ଜିଲାପାଳ…
error: Content is protected !!
Open chat