Daily Archives

December 15, 2020

ବଡ଼ଦିନରେ ଖୋଲିବ ଚର୍ଚ୍ଚ, ସ୍ବତନ୍ତ୍ର ଅନୁମତି ଦେବ ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର: ଖ୍ରୀଷ୍ଟିୟ ଧର୍ମାବଲମ୍ବିଙ୍କ ପାଇଁ ଖୁସି ଖବର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ତଥା ବଡ଼ଦିନ ପାଳନ ପାଇଁ ରାଜଧାନୀରେ ଚର୍ଚ୍ଚ ଖୋଲିବା ପାଇଁ ବିଏମ୍‌ସି ସବୁଜ ସଙ୍କେତ ଦେଇଛି। ଡିସେମ୍ବର ୨୫ରେ ରାଜଧାନୀରେ ଚର୍ଚ୍ଚ ଖୋଲିବା ନେଇ ସ୍ବତନ୍ତ୍ର ଅନୁମତି ଦିଆଯିବ ବୋଲି ବିଏମ୍‌ସି

କୋଭିଡ ଯୋଗୁ ହେବନି ସଂସଦର ଶୀତ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏ ନେଇ ସରକାର ବିରୋଧୀଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳଗୁଡିକ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ପାଇଁ ଦାବି କରିଛନ୍ତି। ସରକାର ବିରୋଧୀ ଦଳଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୌସୁମୀ ଅଧିବେଶନକୁ ଶୀଘ୍ର ବନ୍ଦ କରିବାକୁ କହିଥିବା

ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍

ଜାନୁଆରୀ ୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ, ଅଣ୍ଡରଟେକିଂ ଦେବେ ପରିଚାଳନା କମିଟି

ଭୁବନେଶ୍ୱର: କରୋନା ମହାମାରୀ କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର

କୋଭିଡ୍‌ କଟକଣା : ରାଜ୍ୟରେ ପାଳନ ହେବନି ‘ଜିରୋ ଲାଇଟ ସେଲିବ୍ରେସନ’

ଭୁବନେଶ୍ବର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର
error: Content is protected !!
Open chat