କୋଭିଡ୍-୧୯ ଟିକା କ୍ଷେତ୍ରରେ ଗରିବ ଦେଶମାନଙ୍କୁ ଧନୀ ଦେଶ ସହାୟତା କରନ୍ତୁ : ଜାତିସଂଘ ମହାସଚିବ ଗୁଟେରସ୍
ୱାଶିଂଟନ : ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍ ଗରିବ ଦେଶମାନଙ୍କୁ କୋଭିଡ୍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ!-->…