କରୋନାର ନୂଆ ପ୍ରକାରକୁ ନେଇ ଆଶଙ୍କା, ବ୍ରିଟେନରେ ଡିସେମ୍ବର ୩୦ ଯାଏଁ ଜାରି ହେଲା ଲକଡାଉନ
ଲଣ୍ଡନ ଏବଂ ଏହାର ଆଖପାଖ ଅଞ୍ଚଳରେ କରୋନାର ନୂଆ ପ୍ରକାର ପ୍ରଭାବ ଦ୍ରୁତ ଗତିରେ ବ୍ୟାପୁଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି। ଏଥି ସହିତ ଖ୍ରୀଷ୍ଟମାସ ସମୟରେ କୋହଳ କରାଯାଇଥିବା ପ୍ରତିବନ୍ଧକଗୁଡିକ ମଧ୍ୟ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ!-->…