ସୋନୁ ସୁଦ୍ଙ୍କ ସମ୍ମାନରେ ମନ୍ଦିର ନିର୍ମାଣ କଲେ ତେଲେଙ୍ଗାନାବାସୀ, ମୁଁ ଏହାର ଯୋଗ୍ୟ ନୁହେଁ ବୋଲି କହିଲେ ଅଭିନେତା…
ମୁମ୍ବାଇ: ଲକ୍ଡାଉନ୍ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ କରିଛନ୍ତି ତେଲେଙ୍ଗାନାବାସୀ। ସୋନୁଙ୍କ ଉଦ୍ଦେଶ୍ୟରେ ସିଦ୍ଧଦୀପସ୍ଥିତ ଏକ ଗ୍ରାମବାସୀ ଏହି ମନ୍ଦିର ନିର୍ମାଣ କରିଥିବା ସୂଚନା ରହିଛି। ନିକଟରେ!-->…