କୃଷି ଆଇନ୍ ପ୍ରତ୍ୟାହାର ପାଇଁ ରକ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଆନ୍ଦୋଳନରତ ଚାଷୀ
ନୂଆଦିଲ୍ଲୀ: ନୂତନ ଭାବେ ଲାଗୁ କରାଯିବାକୁ ଥିବା ତିନିଟି କୃଷି ଆଇନ୍କୁ କୌଣସି ବି ପରିସ୍ଥିତିରେ ପ୍ରତ୍ୟାହାର କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଏ ପରିସ୍ଥିତିରେ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନ ଅବ୍ୟାହତ ରଖିଥିବା!-->…