Browsing Category

National-International

ସାରା ଦେଶରେ ଆରମ୍ଭ ହେଲା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’

କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା

୯.୮୦ କୋଟିକୁ ଟପିଲା ଦେଶରେ କୋଭିଡ-୧୯ ଟିକାକରଣ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଟିକାକରଣ ୯.୮୦ କୋଟିକୁ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪ ଲକ୍ଷରୁ ଅଧିକ ଟିକା ଦିଆଯାଇଛି। ତେବେ ଦେଶରେ ପ୍ରତିଦିନ ସର୍ବାଧିକ ଡୋଜ୍ ଟିକା ଦିଆଯାଉଛି।ଆଜି ସୁଦ୍ଧା ୧୪,୭୫,୪୧୦ ସେସନରେ ମୋଟ ୯,୮୦,୭୫,୧୬୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି,

କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏଏସଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ବାରାଣାସୀ : ବାରାଣାସୀ ବା କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି ଦେଇଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ

ଏପ୍ରିଲ ୨ୟ ଭାଗରେ ରେକର୍ଡ ଭାଙ୍ଗିବ ତାତି : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ବର୍ଷର ମାର୍ଚ୍ଚ ବିଗତ ୧୨୧ ବର୍ଷରେ ୩ୟ ସର୍ବାଧିକ ଉତ୍ତପ୍ତ ମାର୍ଚ୍ଚ ମାସର ମାନ୍ୟତା ପାଇବା ପରେ ଏବେ ଏପ୍ରିଲରେ ସ୍ଥିତି କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପ୍ରିଲ ମାସ ବି ବେଶ ଗରମ ରହିବ, ବିଶେଷକରି ଏପ୍ରିଲର ୨ୟ ଭାଗରେ ରେକର୍ଡ ତାତି ଅନୁଭୂତ ହେବ ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି: ଉଚ୍ଚସ୍ତରୀୟ ବୈଠକରେ ମାଓ ଦମନ ନେଇ ବ୍ଲୁପ୍ରିଣ୍ଟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ହମଲାରେ ପ୍ରାଣ ହରାଇଥିବା ୨୨ ଜଣ ଯବାନଙ୍କୁ ଆଜି ଜଗଦଲପୁରଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଛାଡି ଜଗଦଲପୁର ଠାରେ

ଦେଶରେ ବଢ଼ୁଛି କରୋନା ମାମଲା, ଏପ୍ରିଲ ୮ରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ, ୫/ ୪: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପରିକି ବିଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ

ଅନୀଲ ଦେଶମୁଖଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ଏନସିପି ନେତା ଦିଲୀପ ୱାଲସେ…

ମୁମ୍ବାଇ: ଏନସିପି ନେତା ଦିଲୀପ ୱାଲସେ ପାଟିଲ ହେବେ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ। ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେବା ପରେ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ନୂଆ ଗୃହମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚାର ଜୋର ଧରିଛି। ଦିଲୀପ ୱାଲସେ ପାଟିଲ ବର୍ତ୍ତମାନ ଶ୍ରମ

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବଇ: ମୁମ୍ବଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଭିଯୋଗ ଉପରେ ବମ୍ବେ ହାଇକୋର୍ଟ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିସିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ସେ ତୁରନ୍ତ ଇସ୍ତଫା ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଆସିବାର କିଛି କ୍ଷଣ ମଧ୍ୟରେ

ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ, ପ୍ରତି ଶନିବାର ଓ ରବିବାର ହେବ ଲକ୍‌ଡାଉନ୍‌

ମୁମ୍ବାଇ: ଦିନକୁ ଦିନ କରୋନ ସଂକ୍ରମଣ ହାର ଆଶାତୀତ ଭାବେ ବୃଦ୍ଧିପାଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ସାପ୍ତାହନ୍ତ ଲକ୍‌ଡାଉନ୍‌ କରାଯିବ ବୋଲି

ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକର। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିବା ବେଳେ ମୁମ୍ବାଇର କୋଲାବାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ
error: Content is protected !!
Open chat