ହାଜତ ମୃତ୍ୟୁର ଵିଚାର ବିଭାଗୀୟ ତଦନ୍ତ, ମୃତ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ଵିଚାର ବିଭାଗୀୟ ତଦନ୍ତ ସହ ମୃତ ପରିବାରକୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବାର ଘଣ୍ଟିଆ ବୀରମିତ୍ରପୁର ବନ୍ଦ କରାଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ!-->…