ପରୀ ହତ୍ୟାକାଣ୍ଡ ମାମଲା: ସନ୍ଦିଗ୍ଧ ସରୋଜଙ୍କ ସମେତ ମା’ ଓ ଭଉଣୀଙ୍କୁ ଉଠାଇ ନେଲା ଏସ୍ଆଇଟି
ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀଙ୍କୁ ଆଜି ସକାଳେ ଏସ୍ ଆଇ ଟି ଉଠାଇ ନେଇଛି। ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍ ଆଇଟି ଉଠାଇଛି। ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।ଆଜି!-->…