Monthly Archives

April 2021

ରାଜ୍ୟରେ ମେ’ ୧ ଓ ୨ରେ ବନ୍ଦ ରହିବ କରୋନା ଟିକାକରଣ, ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ…

ଭୁବନେଶ୍ବର : ସାରା ଦେଶରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନଙ୍କ କରୋନା ଟିକାକରଣ ଆରମ୍ଭ ହେବ। ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଏହି ଟିକାକରଣ ଆରମ୍ଭ ହେବ ନାହିଁ। ଏବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କରୋନା ଟିକା ମହଜୁଦ ନାହିଁ। ରାଜ୍ୟକୁ ଟିକା ପଠାଇବା ପାଇଁ ପ୍ରସ୍ତୁତକାରୀ…

ଏକ୍‌ଜିଟ୍‌ ପୋଲ୍; ଆସାମରେ ପୁଣି ବିଜେପି ସରକାର

ନୂଆଦିଲ୍ଲୀ; ଆସାମରେ ପୁଣି ଫେରିବ ବିଜେପି ସରକାର। ଏଥର କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିବା ବେଳେ ସରକାର ଗଠନ କରିବାରେ ଅସଫଳ ହୋଇଛି। ଏକ୍‌ଜିଟ୍‌ ପୋଲ୍‌ରେ ଏଭଳି ଫଳାଫଳା ପ୍ରକାଶ ପାଇଛି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆକ୍ସିସ୍‌ ମାଇ ଇଣ୍ଡିଆ ଏକ୍‌ଜିଟ୍ ପୋଲ୍‌ ଅନୁସାରେ…

ଟିକା ନେଇ ସାରିଥିଲେ ଦରକାର ନାହିଁ ମାସ୍କ, କେବଳ ମାନିବାକୁ ହେବ ସାମାଜିକ ଦୂରତା

ନୂଆଦିଲ୍ଲୀ, ୨୮/୪ : ମହାମାରୀ କରୋନା ସଙ୍କଟ ସମୟରେ ମାସ୍କ ଏବଂ ସାନିଟାଇଜର ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ତେବେ ଏହି ମଧ୍ୟରେ ଏକ ଖବର ଆସିଛି ଯେ, ଆମେରିକାରେ ଯେଉଁମାନେ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନଙ୍କୁ ଆଉ ମାସ୍କ ଲଗାଇବାର ଆବଶ୍ୟକତା…

କୋଭାକ୍‌ସିନ୍‌ ଟିକାରେ ରହିଛି ମାରାତ୍ମକ କରୋନା ଭୂତାଣୁର ‘୬୧୭’ ପ୍ରକାରକୁ ନିଷ୍କ୍ରିୟ କରିବାରେ ସଫଳତା: ଆମେରିକା…

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମିତ ରୋଗୀ ଏବଂ ମୃତ୍ୟୁର ଏକ ନୂଆ ରେକର୍ଡ ସୃଷ୍ଟି ହେଉଛି । ଏଭଳି ପରିସ୍ଥିତିରେ ସମସ୍ତେ ଯଥାଶୀଘ୍ର ଟିକା ପାଇବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ, ଏକ ଆଶ୍ବସ୍ତିକର ଖବର ଆସିଛି । କୋଭିଡ ୧୯ ସହିତ…

ଜାଣନ୍ତୁ ଯଦି ଅମ୍ଳଜାନ ଅଭାବ ହୁଏ ତେବେ କ’ଣ କରିବେ?

ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହର ଏବେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଛି । କେଉଁଠି ଚିକିତ୍ସା ପାଇଁ ଶଯ୍ୟା ମିଳୁ ନାହିଁ ତ ଆଉ କେଉଁଠି ଶଯ୍ୟା ମିଳି‌ଲେ ଅମ୍ଳଜାନ ମିଳୁନି। ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ସଂକ୍ରମିତଙ୍କ ଜୀବନ ଚାଲି ଯାଉଛି। ତେବେ ଅନେକ ସଂକ୍ରମିତ ଘରେ ରହି ମଧ୍ୟ…

ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡ଼ିକାଲ୍‌ କଲେଜର କାର୍ଡିଓଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବାବେଳେ ଅଗ୍ନିକାଣ୍ଡ ଯୋଗୁ କୌଣସି କ୍ଷତି ହୋଇନାହିଁ। ୱିଣ୍ଡୋ ଏସିରେ ସର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା…

ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା: ପୁରୀ ବାହାର ଜିଲ୍ଲାରୁ ଶବ ଆସିଲେ ଦେବାକୁ ପଡ଼ିବ କରୋନାର ନେଗେଟିଭ୍ ସାର୍ଟିଫିକେଟ

ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ଼ ଖବର। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ପ୍ରଶାସନର ନେଲା ବଡ଼ ନିଷ୍ପତ୍ତି। କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ଲଗାଯାଇଛି କଟକଣା। ବିଶେଷ କରି ପୁରୀ ବାହାର ଜିଲ୍ଲା ଓ ରାଜ୍ୟର ଶବ ଆସିଲେ କରୋନାର…

ଜୁନ୍‌ ୧୪ରେ ମାଟ୍ରିକ୍‌ ପରୀକ୍ଷା ନେଇ ଗୁଜବ, ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଅପପ୍ରଚାର

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ଗୁଜବ ସୃଷ୍ଟି କରିଛନ୍ତି ଦର୍ବୃତ୍ତ। ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଟ୍ବିଟରରେ ଘୁରି ବୁଲୁଛି। ତେବେ ଏହି ଫେକ୍ ଆକାଉଣ୍ଟ ତଥା ମିଥ୍ୟା ଖବର ଉପରେ ବିଶ୍ୱାସ ନ…

ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ଙ୍କୁ କରୋନା

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ୍‌ ଓରାମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟ୍ବିଟ୍‌ କରି ଜୁଏଲ୍‌ ଓରାମ୍‌ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତାମୂଳକ…

କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  କୋଭିଡ ସ୍ଥିିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବର୍ତ୍ତମାନର କୋଭିଡ ସ୍ଥିତି ଯୁଦ୍ଧ ସହ ସମାନ। ଜାତୀୟସ୍ତରରେ କୋଭିଡ ମୁକାବିଲାରେ ଓଡିଶା ସହଯୋଗ କରିବ। ଦେଶରେ ଦେଖାଦେଇଥିବା ଅକ୍ସିଜେନ…
error: Content is protected !!
Open chat