Daily Archives

May 26, 2021

ଲ୍ୟାଣ୍ଡଫଲ୍ ପୂର୍ବରୁ କମିଯ଼ାଇଥିଲା ‘ୟାସ’ର ଶକ୍ତି

ଭୁବନେଶ୍ବର : ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇସାରିଛି । ରେମୁଣା-ବାହାନଗା-ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ୟାସ୍ । ମାତ୍ର ଯେଉଁଭଳି ଭାବେ ଆକଳନ କରାଯାଉଥିଲା ବାତ୍ୟାର ପ୍ରଭାବ ତାଠୁ କମ ରହିଛି । ତେବେ ବାତ୍ୟା ଦୁର୍ବଳ କାହିଁକି ହେଲା ସେନେଇ କାରଣ କହିଛନ୍ତି…

କୃଷକ ଆନ୍ଦୋଳନକୁ ପୁରିଲା ୬ମାସ : କଳା ପଗଡି ପିନ୍ଧି ଓ କଳା ପତାକା ଉଡାଇ କଳା ଦିବସ ପାଳନ କଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଦେଶର ୪୦ କୃଷକ ସଂଗଠନ ବା ସଂଯୁକ୍ତ କିଷାନ ମୋର୍ଚ୍ଚା ସାରା ଦେଶର କୃଷକମାନଙ୍କୁ ଆଜି କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲା | ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୬ ମାସ ପୁରିବାକୁ…

ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌ କରି ଅଦାଲତକୁ ଗଲା ‘ହ୍ବାଟ୍‌ସ୍‌ଆପ୍‌’

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ମଙ୍ଗଳବାର ଦିନ ‘ହ୍ବାଟ୍‌ସ୍‌ଆପ୍‌’ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି। ଏହି ନିୟମାବଳୀ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ କରିବା ଲାଗି ‘ହ୍ବାଟ୍‌ସ୍‌ଆପ୍‌’ ବାଧ୍ୟ କରିବ ବୋଲି…
error: Content is protected !!
Open chat