Daily Archives

May 3, 2021

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା : ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌ ଲକ୍‌ଡାଉନ୍‌ କାରଣରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ପିପିଲିରେ ଉପନିର୍ବାଚନ ସ୍ଥଗିତ ରଖାଯାଇଛି। ଏ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ…

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭୟକାନ୍ତ ପାଠକ।୧୯୮୭ ବ୍ୟାଚର କ୍ୟାଡର ଆଇଏଫଏସ୍ ଥିଲେ ଅଭୟକାନ୍ତଙ୍କ…

ଥରେ ସିଟି-ସ୍କାନ କରିବା ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ, ସାମାନ୍ୟ କରୋନା ଲକ୍ଷଣ ଥିଲେ ସିଟି ସ୍କାନ କରନ୍ତୁ…

ନୂଆଦିଲ୍ଲୀ : ଦେଶରେ କରୋନା ପରୀକ୍ଷା ପାଇଁ ସିଟି-ସ୍କାନର ଦୁରୁପଯୋଗ କରାଯାଉଛି । ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ସିଟି-ସ୍କାନ କରିବାର ଆଦୌ ଆବଶ୍ୟକତା ନାହିଁ । ଏହାର ଉପକାର ତୁଳନାରେ ଅପକାର ଅଧିକ । କାରଣ ଗୋଟିଏ ଥର ସିଟି ସ୍କାନ କରିବା ଅର୍ଥ ହେଉଛି ୩୦୦ ଥର ଛାତି…

ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍‌ ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅତି କମ୍‌ରେ ୪ ମାସ ନିଟ୍‌ ପିଜି ପରୀକ୍ଷା ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥର କରୋନା ଡ୍ୟୁଟିରେ ନିୟୋଜିତ ହେବେ ମେଡ଼ିକାଲ୍‌ ଛାତ୍ରଛାତ୍ରୀ।…
error: Content is protected !!
Open chat