Daily Archives

May 21, 2021

ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି । ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର…

ଲଂଚ ହେଲା କୋଭିସେଲ୍ଫ : ୨୫୦ ଟଙ୍କାରେ ନିଜେ ଘରେ କରିପାରିବେ କରୋନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାବେଳେ କରୋନା ପରୀକ୍ଷା ପାଇଁ ଆପଣ ଟେଷ୍ଟିଙ୍ଗ ସେଣ୍ଟରକୁ ଯାଉଛନ୍ତି କି ? ଯଦି ହଁ ତେବେ ଆପଣଙ୍କୁ ସେଠାରେ ବି ସଂକ୍ରମଣର ଭୟ ରହୁଥିବ । ତେବେ ପ୍ରଥମ ଥର ପାଇଁ ଆଇସିଏମଆର ଭାରତର କରୋନାର ପ୍ରଥମ ହୋମ ଟେଷ୍ଟ କିଟକୁ ମଞ୍ଜୁରୀ ଦେଇଛି। ପୁନେର…

ଆରମ୍ଭ ହେଲା ‘ଆୟୁଷ କୋଭିଡ-୧୯’ ପରାମର୍ଶ ହେଲ୍ପଲାଇନ

ନୂଆଦିଲ୍ଲୀ : କୋଭିଡ-୧୯କୁ ନେଇ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ନିମନ୍ତେ ଏକ ସମର୍ପିତ ପରାମର୍ଶ ହେଲ୍ପଲାଇନ ‘ଆୟୁଷ କୋଭିଡ-୧୯’ ନାମରେ କାର୍ୟ୍ୟକ୍ଷମ ହୋଇଛି । ‘ଆୟୁଷ’ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଚିକିତ୍ସାଭିତ୍ତିରେ କରୋନା ସମ୍ପର୍କୀତ ସମସ୍ୟାର ସମାଧାନ ପାଇଁ ନିଶୁଳ୍କ ୧୪୪୪୩…

ବନ୍ଦ ହେବ ଇଣ୍ଟରନେଟ ଏକ୍ସପ୍ଲୋରର, ଘୋଷଣା କଲା ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ୱେବ୍‌ ବ୍ରାଉଜର ଇଣ୍ଟରନେଟ୍‌ ଏକ୍ସପ୍ଲୋରର ଆସନ୍ତା ୨୦୨୨ରେ ବନ୍ଦ ହୋଇଯିବ। ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୨୦୨୧ ଜୁନରେ ଇଣ୍ଟରନେଟ୍‌ ଏକ୍ସପ୍ଲୋରରକୁ ବନ୍ଦ କରାଯିବ ବୋଲି ଗତବର୍ଷ ଅଗଷ୍ଟରେ ଏକ ରିପୋର୍ଟରେ କୁହାଯାଇଛି। କିନ୍ତୁ ଏବେ…
error: Content is protected !!
Open chat