Daily Archives

May 23, 2021

ନରହତ୍ୟା ମାମଲାରେ ଦିଲ୍ଲୀରୁ ଗିରଫ ହେଲେ କୁସ୍ତି ଖେଳାଳି ସୁଶୀଲ୍‌ କୁମାର

ନୂଆଦିଲ୍ଲୀ : ଛତ୍ରଶାଳ ଷ୍ଟାଡିୟମ୍‌ ବିବାଦ ଯୋଗୁଁ ସାଗର ରାଣା ନାମକ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ଘଟଣାରେ ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାରଙ୍କୁ ଆଜି ସକାଳେ ଦିଲ୍ଲୀରେ ଗିରଫ କରାଯାଇଛି। ସାଗର ରାଣା ହତ୍ୟାକାଣ୍ଡ ସମୟରୁ ସର୍ବଦା ସୁଶୀଲ୍‌ଙ୍କ ସାଥିରେ ରହୁଥିବା ଅଜୟ…

ପିଏମ୍‍ କେୟାର୍ସ ପାଣ୍ଠିରୁ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡ଼ିକାଲ ଅମ୍ଳଜାନ ପ୍ଲାଂଟ୍‍ : ଧର୍ମେନ୍ଦ୍ର…

-ସମୟୋପଯୋଗୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ-ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡ଼ିଆରଡ଼ିଓ ଦ୍ୱାରା ପିଏସଏ ଅକ୍ସିଜେନ୍‍ ପ୍ଲାଂଟ୍‍ ପ୍ରତିଷ୍ଠା ହେବ-ଢ଼େଙ୍କାନାଳ, ଗଜପତି,…

ଅବପାତର ରୂପ ନେଲା ଲଘୁଚାପ ; ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ : ଆଇଏମଡି

ନୂଆଦିଲ୍ଲୀ : ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୋମବାର ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ…

ଭାରତ ତିଆରି ନାଜାଲ ଟିକା ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ: ହୁ ମୁଖ୍ୟ ବୈଜ୍ଞାନିକ

ଜେନେଭା : ଭାରତରେ ତିଆରି ହେଉଥିବା ନାଜାଲ ଟିକା ପିଲାଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ। ତେବେ ଏହି ଟିକା ଚଳିତ ବର୍ଷ ଉପଲବ୍ଧ ହୋଇନପାରେ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ୍‍। ଦେଶକୁ କୋଭିଡର ତୃତୀୟ…
error: Content is protected !!
Open chat