Daily Archives

May 17, 2021

ହୁ ବୈଜ୍ଞାନିକଙ୍କ ଚେତାବନୀ; ଭାରତରେ ଆସିବ କରୋନାର ଏକାଧିକ ତରଙ୍ଗ

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ମହାମାରୀର ୨ୟ ତରଙ୍ଗ ଜାରି ରହିଛି। ଆଗକୁ ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ତେବେ କେବଳ ୩ୟ ତରଙ୍ଗ ନୁହେଁ, ଆଗାମୀ ଦିନରେ ଆହୁରି ଏକାଧିକ ତରଙ୍ଗ ଆସିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ ବା ହୁ)ର…

କେଦାରନାଥ ଧାମ ଖୋଲିଲା, ମୋଦୀଙ୍କ ନାମରେ ହେଲା ପ୍ରଥମ ପୂଜା

କେଦାରନାଥ ଧାମର ଦ୍ବାର ସୋମବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି। ଭୋର ୫ଟାରେ ମେଷ ଲଗ୍ନରେ ବିଧି ଅନୁସାରେ ଖୋଲାଯାଇଛି। ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୈଦିକ ମନ୍ତ୍ର ଉଚାରଣ କରି…
error: Content is protected !!
Open chat