Daily Archives

May 10, 2021

ଟିକା ନୀତି ଉପରେ ନ୍ୟାୟିକ ହସ୍ତକ୍ଷେପର ଆବଶ୍ୟକତା ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ : ଟିକା ମୂଲ୍ୟ ନିର୍ଦ୍ଧାରଣ ନୀତି ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ ଉପରେ ଜବାବ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ନିଜର ଲିଖିତ ଜବାବରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯ଼େ ଟିକା ଗୁଡ଼ିକର ସମଆବଣ୍ଟନ ପାଇଁ ବିଶେଶଜ୍ଞମାନଙ୍କ ମତ ନେଇ ଏହି ନୀତି ନିର୍ଦ୍ଧାରଣ କରାଯ଼ାଇଛି…

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବା ଶର୍ମା

ଗୌହାଟି,୧୦/୦୫: ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ବା ଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗତଦୀଶ ମୁଖୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ହା ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ହିମନ୍ତ ବିଶ୍ବା ଶର୍ମା ହେଲେ…
error: Content is protected !!
Open chat