Daily Archives

May 30, 2021

ରାଜ୍ୟରେ କମିବାରେ ଲାଗିଛି ପଜିଟିଭ ହାର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ପଜିଟିଭ ହାର କମିଛି । ମେ ୨୨ ରେ ସର୍ବାଧିକ ୧୨୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ବାତ୍ୟା ପାଇଁ…

ବାତ୍ୟା ପ୍ରଭାବିତ ରାଜ୍ୟ‌ର ଲୋକେ ଆସାମାନ୍ୟ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି:…

ନୂଆଦିଲ୍ଲୀ: ଆଜି ‘ମନ୍‌କି ବାତ୍‌’ର ୭୭ତମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍‌’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ୍-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟ‌ର ଲୋକେ…

‘ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅଛି ନା ନାହିଁ ଜାଣିବା ପରେ ଶୋଉଛନ୍ତି ସବୁ ଜିଲ୍ଲାପାଳ’: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସ୍ଥିତି ସହ ଅକ୍ସିଜେନ ଯୋଗାଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର | ସେ କହିଛନ୍ତି ଯେ ଯେତିକି ପଜିଟିଭ ରୋଗୀ ଅଛନ୍ତି ୮୬ ପ୍ରତିଶତ ରୋଗୀ ହୋମ ଆଇସୋଲେସନରେ ଅଛନ୍ତି | ପୂର୍ବରୁ…

ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧ରେ ଦେଶବ୍ୟାପୀ ପାଳିବେ କଳାଦିବସ

ନୂଆଦିଲ୍ଲୀ: ଏଲୋପାଥି ଏବଂ ଆୟୁର୍ବେଦ ଚିକିତ୍ସାକୁ ନେଇ ଯୋଗଗୁରୁ ବାବା ରାମଦେବ ଦେଇଥିବା ମନ୍ତବ୍ୟକୁ ଡାକ୍ତରମାନେ ବିରୋଧ କରିଛନ୍ତି। ଫଳରେ ରାମଦେବଙ୍କ ପାଇଁ ଏବେ ଧୀରେ ଧୀରେ ଅଡୁଆ ବଢ଼ିବାରେ ଲାଗିଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ମେଡିକାଲ…

ପିଏନବି ଦୁର୍ନୀତି: ଚୋକ୍‌ସୀଙ୍କୁ ଭାରତ ଆଣିବାକୁ ଡୋମିନିକାରେ ପହଞ୍ଚିଲା ବିମାନ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ଘୋଷିତ ମେହୁଲ ଚୋକ୍‌ସୀଙ୍କୁ ଭାରତ ଆଣିବା ଲାଗି ଭାରତୀୟ ବିମାନ ଡୋମିନିକାରେ ପହଞ୍ଚିଛି। ଗତ ବୁଧବାର ମେହୁଲ ଚୋକ୍‌ସୀ କ୍ୟୁବା ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଡୋମିନିକାରେ ପୁଲିସ ହାତରେ…
error: Content is protected !!
Open chat