Daily Archives

May 22, 2021

ଅତି ଭୀଷଣ ବାତ୍ୟାର ରୂପ ନେବ ୟାସ : ଆଇଏମଡି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ୟାସ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହା କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ…

ମୋବାଇଲରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ, ପରୀକ୍ଷା କେନ୍ଦ୍ର ଯିଵା ଦରକାର ନାହିଁ

ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ 'Covid-19 Test Report' ସୁବିଧାର ଶୁଭାରମ୍ଭ ଭୁବନେଶ୍ୱର : ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି। କୋଭିଡ-୧୯ ପରୀକ୍ଷା ; ଯଥା ଆରଟି…

ପଦମପୁର ସବ୍‍ ଜେଲ୍‍ରୁ ୮୩ କଏଦୀ କରୋନା ପଜିଟିଭ୍‍ ଚିହ୍ନଟ

ବରଗଡ଼ : ପଦମପୁର ସବ୍‍ ଜେଲ୍‍ରୁ ୮୩ ଜଣ କଏଦୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ମୋଟ୍‍ ୧୨୫ ଜଣଙ୍କ ସ୍ୱାବ୍‍ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୮୩ ଜଣଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିଲା। ଚିହ୍ନଟ ପଜିଟିଭ୍‍ ମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ଏସଡିଏମଓ ସୂଚନା ଦେଇଛନ୍ତି।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‍’କୁ ନେଇ ପ୍ରାକ୍‍ ପ୍ରସ୍ତୁତି ଏବଂ ତାହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭାରତୀୟ ପାଣିପାଗ (ଆଇଏମଡ଼ି) ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡ଼ିଆରଏଫ ଡ଼ିଜି ସତ୍ୟ ନାରାୟଣ…

ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ କେନ୍ଦ୍ରର ନିର୍ଦେଶ: କରୋନାର ଭାରତୀୟ ଭାରିଆଣ୍ଟ ସମ୍ପର୍କିତ ଖବର ହଟାଅ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭାରତୀୟ ଭାରିଆଣ୍ଟ ବି୧.୬୧୭ ସମ୍ପର୍କିତ ଖବରକୁ ହଟାଇବା ଲାଗି କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଆଦେଶ ଦେଇଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିର୍ଦେଶ ଦିଆଯାଇଥିବା ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ…
error: Content is protected !!
Open chat