Daily Archives

May 29, 2021

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସଂକଳ୍ପ ଗୃହୀତ :ସ୍କୁଲ,କଲେଜ ପାଠ୍ୟକ୍ରମରେ ରହିବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା…

ଭୁବନେଶ୍ବର : ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ୫ମ ପାଳିର ୨ ୟ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି । ଏଣିକି ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିପର୍ୟ଼୍ୟୟ ଓ ମହାମାରୀ ମୁକାବିଲା ବିଷୟ ରହିବ ।…

୫ ହଜାର 2DG ମଗାଇଲେ ଓଡ଼ିଶା ସରକାର, ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ

ଭୁବନେଶ୍ୱର, ୨୯।୫ : 2DG ମଗାଇଲେ ଓଡ଼ିଶା ସରକାର। କରୋନା ଚିକିତ୍ସା ପାଇଁ ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ୨ଡିଜି। ଜୁନ୍‌ ୧୦ ପରେ ରାଜ୍ୟକୁ ମିଳିବ ୨ଡିଜି । ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି । ଶୁକ୍ରବାର କରୋନା ବିରୋଧୀ…

ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଭାରତ-ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ…

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ସମସ୍ତ ବିବାଦୀୟ କ୍ଷେତ୍ରରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନ‌ ହେଲେ ଚୀନ୍‌ ସୀମାନ୍ତରେ ଉତ୍ତେଜନା ହ୍ରାସ ପାଇବ ନାହିଁ ବୋଲି ଶୁକ୍ରବାର ଦିନ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ ସ୍ପଷ୍ଟ ଭାବେ ଚୀନ୍‌କୁ ସୂଚାଇ ଦେଇଛନ୍ତି। ଏହାଛଡ଼ା, ପୂର୍ବ…

ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ। ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡ଼ା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…
error: Content is protected !!
Open chat