ହାଇକୋର୍ଟରୁ ଦାରା ସେନା ମୁଖ୍ୟ ମୁକେଶ ଜୈନଙ୍କୁ ଜାମିନ
କଟକ: ଦାରା ସେନାର ମୁଖ୍ୟ ମୁକେଶ ଜୈନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକେଶଙ୍କୁ କଠୋର ସର୍ତ୍ତ ରଖି ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁକେଶ ତଦନ୍ତରେ ସହଯୋଗ!-->…
