Browsing Category

National-International

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଚାଲିବ ୪ଟି ବିଶେଷ ଟ୍ରେନ

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ୪ଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି-

ସିଆରପିଏଫ ଡ଼ିଜିଙ୍କୁ ଛତିଶଗଡ଼ ଯାଇ ପରିସ୍ଥିତି ଆକଳନ ପାଇଁ ନିର୍ଦ୍ଦେଶ

ଛତିଶଗଡର ବିଜାପୁର ଏବଂ ସୁକମା ସୀମାରେ ସୁରକ୍ଷା ବାହିନୀ ଉପରେ ନକ୍ସଲ ଆକ୍ରମଣ ପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଦିନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ ଆଲୋଚନା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା

ମମତାଙ୍କୁ ନିର୍ବାଚନ କମିଶନଙ୍କ ଶକ୍ତ ଝଟ୍‌କା ; ନନ୍ଦୀଗ୍ରାମ୍‌ ବୁଥ୍‌ରେ ହୋଇନି କୌଣସି ହିଂସା, BSF ଯବାନଙ୍କ ଉପରେ…

କୋଲକାତା: ମୁଖ୍ୟମନ୍ତ୍ରୀ ତଥା ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ପ୍ରତିକ୍ରିୟା ଦେଇଛନ୍ତି । ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଯେ ନନ୍ଦିଗ୍ରାମର ବୁଥ ନମ୍ବର ୭ ରେ ଶାନ୍ତିପୂର୍ଣ୍ଣ ମତଦାନ ହୋଇଥିଲା, ଏଠାରେ କୌଣସି ପ୍ରକାରର ହିଂସା

୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ହ୍ରାସ ହେବନି ସିବିଏସଇ ପାଠ୍ୟକ୍ରମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – ସିବିଏସଇ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ନବମରୁ ଦ୍ୱାଦଶ ଶ୍ରେଣୀ ସକାଶେ ପାଠ୍ୟକ୍ରମରେ କୌଣସି ହ୍ରାସ ନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ନୂଆ ପାଠ୍ୟକ୍ରମ ପ୍ରକାଶ କରିଛି, ଯେଉଁଥିରେ ଗତ ଶିକ୍ଷା ବର୍ଷରେ ଯେଉଁ ପାଠ୍ୟକ୍ରମଗୁଡ଼ିକୁ ହଟାଯାଇଥିଲା

କରୋନା କବଳରେ କୁମ୍ଭମେଳା: ୪ଦିନରେ ୩୦୦ଲୋକ କରୋନା ସଂକ୍ରମିତ

ହରିଦ୍ବାର: କରୋନା ମହାମାରୀ ପାଇଁ ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ କୁମ୍ଭମେଳା କରିବାକୁ ଅନୁମତି ଦେଇଛନ୍ତି ସରକାର। କରୋନା କଟକଣା ମଧ୍ୟ କୁମ୍ଭମେଳା କରିବାକୁ ଅନୁମତି ମିଳିଥିବା ବେଳେ ୪ଦିନ ମଧ୍ୟରେ ୩୦୦ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଶଙ୍କରାଚାର୍ଯ୍ୟ ଚୌକରେ ଅବସ୍ଥିତ

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସତର୍କବାଣୀ – ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଯାଉଛି

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା

ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ- ଓଡିଆ ଡାକ୍ତର ଅସ୍ତ୍ରୋପଚାର ଟିମ୍‌ରେ ସାମିଲ୍

ରାଷ୍ଟ୍ରପତିଙ୍କ ବାଇପାସ୍‌ ସର୍ଜରୀ ସଫଳ । ଦିଲ୍ଲୀ ଏମସ୍‌ରେ ଏକ ଡାକ୍ତରୀ ଦଳ ରାଷ୍ଟ୍ରପତିଙ୍କର ବାଇପାସ୍‌ ସର୍ଜରୀ କରିଥିଲେ । ଏଥିରେ ଓଡିଆ ଡାକ୍ତର ଅକ୍ଷୟ ବିଶୋୟୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅକ୍ଷୟ ବିଶୋଇ ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ତାଙ୍କ ସହ ଅଖିଳ ଭାରତୀୟ

ବାଂଲାଦେଶ ମୁକ୍ତି ସଂଗ୍ରାମ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଢ଼ାକାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ବାଂଲାଦେଶକୁ ଦୁଇଦିନ ଗସ୍ତରେ ଯାଇ ଢ଼ାକାର ହଜରତ ସହ-ଜଲ୍ଲାଲ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସେଠାରୁ ସିଧା ଜାତୀୟ ସହିଦ ସ୍ମାରକୀ

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ୧୫ ପ୍ରତିଶତ ସଂରକ୍ଷଣ ସଂକଳ୍ପ ପାରିତ

ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ସଂକଳ୍ପ

ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଆକାରରେ ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି

ପୁରୀ – ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ
error: Content is protected !!
Open chat