Browsing Category
Regional
କଟକଣା ଜାରି କଲା ସିଏମ୍ସି; ବିବାହରେ ୧୦୦, ଶୁଦ୍ଧିକ୍ରିୟା କାର୍ଯ୍ୟରେ ୫୦
କଟକ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ (ସିଏମ୍ସି)। ବିଭିନ୍ନ ସମାବେଶ ସମେତ ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି। ଏଣିକି କଟକ ମହାନଗର ନିଗମ ଅଞ୍ଚଳରେ ବିବାହ ଉତ୍ସବରେ ଶହେରୁ ଅଧିକ ଲୋକ ସାମିଲ!-->…
୪୨.୭ ଡିଗ୍ରି ତାପମାତ୍ରା ସହ ତାଳଚେର ଓ ଅନୁଗୁଳ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ, ଗତକାଲି ତୁଳନାରେ ଆଜି ତାତିର ମାତ୍ରା କିଛିଟା କମ୍ ରହିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେର ଓ ଅନୁଗୁଳରେ ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ!-->…
ୟୁଜର୍ସ ଫି ତୁରନ୍ତ ପ୍ରତ୍ୟାହାର କରୁ ବିଏମସି – କଂଗ୍ରେସ
ଭୁବନେଶ୍ୱର ମହାନଗର ନିଗମ ସେହି ଅଂଚଳରେ ଥିବା ଅଧିବାସୀମାନଙ୍କ ପାଖରୁ ୟୁଜର୍ସ ଫି ଅଡ଼ୁଆ ନେଇ ଆଜି ପ୍ରଦେଶ କଂଗ୍ରେସ ଏହାର ତୀବ୍ର ପ୍ରତିବାଦ କରିଛି। ତୁରନ୍ତ ଏହି ୟୁଜର୍ସ ଫି ଆଦାୟ ପ୍ରତ୍ୟାହାର କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦାବି କରିଛି।
ଆଜି ଭୁବନେଶ୍ୱର ଜିଲ୍ଲା!-->!-->!-->…
ରିଲିଜ୍ ହେଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ ‘ମୁଁ ବିଜୁ ବାବୁ ପରି ହେବି’
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’ ଗୁରୁବାର ରିଲିଜ୍ ହୋଇଛି। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ!-->…
ସ୍କୁଲ ମିଶ୍ରଣ ପ୍ରସଙ୍ଗ, ଏପ୍ରିଲ ୧୩ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ ନେଇ ଗତ କିଛି ମାସ ହେବ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଜି ହାଇକୋର୍ଟ ଏଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି। ରାଜ୍ୟ ସରକାର ଏ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ଅର୍ଥାତ!-->…
ପିପିଲି ଉପନିର୍ବାଚନ ଲାଗି ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜୁ ଜନତା ଦଳ
ଭୁବନେଶ୍ବର: ପିପିଲି ଉପ-ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କ ନାମ ଉପରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ଯଦିଓ ରାଜନୈତିକ ମହଲରେ!-->…
ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ୧୫ ପ୍ରତିଶତ ସଂରକ୍ଷଣ ସଂକଳ୍ପ ପାରିତ
ଭୁବନେଶ୍ବର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ସଂକଳ୍ପ!-->…
ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ସମର୍ପଣ ନିଧି ଆକାରରେ ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି
ପୁରୀ – ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ଦେଶର ପ୍ରଥମ ମହିଳା ଶ୍ରୀମତି ସବିତା କୋବିନ୍ଦ ଶ୍ରୀମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସମର୍ପଣ ନିଧି ଅର୍ପଣ କରି ଶ୍ରୀମନ୍ଦିରର ବିକାଶ ପାଇଁ ଆଗେଇ ଆସିବାକୁ!-->…
୧୧୨ ଡାଏଲ କରି ପାଆନ୍ତୁ ତିନିଟି ଜରୁରୀ ସେବା
ଭୁବନେଶ୍ବର: ଏଣିକି ପୁଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି କରାଯାଇଛି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।ଏଣିକି ଲୋକମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ନମ୍ବର!-->…
୨୦୨୧ରେ କେବଳ ଥରେ ହେବ ନିଟ୍ ପରୀକ୍ଷା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ
ନୂଆଦିଲ୍ଲୀ: ଚଳିତ ବର୍ଷ କେବଳ ଥରେ ହେବ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏନ୍ଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା। ପରୀକ୍ଷାର୍ଥୀମାନେ କେବଳ ଥରେ ହିଁ ନିଟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ଲୋକସଭାରେ ଘୋଷଣା କରିଛନ୍ତି। ଦେଶର କିଛି!-->…