IIFL ଡକାୟତି ମାମଲା: ରିମାଣ୍ଡ୍ ଶେଷ, ଜେଲ୍ ଗଲେ ମ୍ୟାନେଜର ନୀଳିମା
କଟକ,୦୭/୧୨: ନୟାସଡ଼କ ସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ ଡକାୟତି ଘଟଣାରେ ପୁଲିସ ଦୀର୍ଘ ଦିନ ହେଲା ଲାଲା ଅମୃତ ସାଗର ରାଏ ଓ ତାର କିଛି ସହଯୋଗୀଙ୍କୁ ରିମାଣ୍ଡ୍ରେ ଆଣି ଜେରା କରୁଛି। ମାତ୍ର ସଂସ୍ଥାରେ ହୋଇଥିବା ଡକାୟତି ଘଟଣା ନେଇ ସେଭଳି ଆଉ କିଛି ନୂଆ ତଥ୍ୟ ଅଭିଯୁକ୍ତଙ୍କଠାରୁ ପୁଲିସ ହାସଲ!-->…