Monthly Archives

April 2021

୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ଆସିବେ ୫୦% କର୍ମଚାରୀ, ଅନଲାଇନରେ ସରିବ କୋର୍ସ

ରାଜ୍ୟରେ ଆସନ୍ତା ୧୯ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବନ୍ଦ ରହିବା ଓ ସମସ୍ତ ପରୀକ୍ଷା ବନ୍ଦ ରଖିବା ନେଇ ଘୋଷଣା ପରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେହିଦିନରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରଖିବା ନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶନାମା

ତଥ୍ୟ ପ୍ରମାଣ ନଥିଲେ ନୈତିକ କାରଣରୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବଇ: ଶ୍ୱଶୁର ଘର ଲୋକ ଯଉତୁକ ଦାବି କରୁଛନ୍ତି ଅଭିଯୋଗ ଆଣି ବୋହୁ ଆତ୍ମହତ୍ୟା କଲା। ବନ୍ଧାହେଲେ ଶ୍ୱଶୁର ଘର ଲୋକ। ସେମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଅଣାଗଲା ଏବଂ ସେମାନଙ୍କୁ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ କରାଗଲା। ଉକ୍ତ ପରିବାର ଏହି ରାୟ ବିରୁଦ୍ଧରେ ବମ୍ବେ ହାଇକୋର୍ଟରେ ଅପିଲ

ଓଡ଼ିଶାରେ କାଲିଠୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର ୧୫/୪: ରାଜ୍ୟକୁ ପୁଣି ଫେରିଲା କୋଭିଡ୍ କଟକଣା । ରାଜ୍ୟରେ କାଲିଠୁ ନାଇଟ୍ କର୍ଫ୍ୟୁ କଟକଣା ଲାଗିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ଦେଖି ନୂଆ ପଦକ୍ଷେପ ନେଲେ ରାଜ୍ୟ ସରକାର । ନୂଆ ପଦକ୍ଷେପ ନେଇ ସୂଚନା ଦେଲେ

ରାଜ୍ୟରେ ମାଟ୍ରିକ, +୨ ପରୀକ୍ଷା ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ

ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ: ପ୍ରତାପ‌ ଜେନା

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ

ସ୍ପୁଟନିକ-ଭି ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ଏହା ଉପରେ ଲଗାମ ଲଗାଇବାକୁ ସରକାର ଯେତେ ପ୍ରୟାସ କଲେ ବି ସଫଳ ହୋଇପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀ କେନ୍ଦ୍ର ସରକାର ଦେଶରେ ରୁଷ ଦ୍ବାରା ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର

ସାରା ଦେଶରେ ଆରମ୍ଭ ହେଲା ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’

କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି। ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା

ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ, ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ତା’ର ହିସାବ ଲୋକଙ୍କୁ…

ଭୁବନେଶ୍ବର: ମେ’ ୧୫ରୁ ବିଭିନ୍ନ ବିଭାଗ କାର୍ଯ୍ୟ ସମୀକ୍ଷା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ ୧୫ରୁ ୨୫ ପର୍ଯ୍ୟନ୍ତ ବିଭିନ୍ନ ବିଭାଗ କାର୍ଯ୍ୟ ସମୀକ୍ଷା କରିବେ। ଏ ନେଇ ମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୯.୮୦ କୋଟିକୁ ଟପିଲା ଦେଶରେ କୋଭିଡ-୧୯ ଟିକାକରଣ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଟିକାକରଣ ୯.୮୦ କୋଟିକୁ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪ ଲକ୍ଷରୁ ଅଧିକ ଟିକା ଦିଆଯାଇଛି। ତେବେ ଦେଶରେ ପ୍ରତିଦିନ ସର୍ବାଧିକ ଡୋଜ୍ ଟିକା ଦିଆଯାଉଛି।ଆଜି ସୁଦ୍ଧା ୧୪,୭୫,୪୧୦ ସେସନରେ ମୋଟ ୯,୮୦,୭୫,୧୬୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି,

କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର: ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ଦେଲେ ସମସ୍ତ ତଥ୍ୟ

ଭୁବନେଶ୍ବର: ସାରା ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା ଭୂତାଣୁର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି । କରୋନାର ନୂଆ ରୂପର ନୂଆ ଲକ୍ଷଣ ଦେହ ହାତ
error: Content is protected !!
Open chat