ହେପାଟାଇଟିସ୍ ଔଷଧରେ ହୋଇପାରିବ କରୋନା ସଂକ୍ରମିତଙ୍କ ଚିକିତ୍ସା, ଡିସିଜିଆଇଙ୍କୁ ଅନୁମତି ମାଗିଲେ ଜାଇଡସ୍ କାଡିଲା
ନୂଆଦିଲ୍ଲୀ: ଔଷଧ କମ୍ପାନି ଜାଇଡସ୍ କାଡିଲା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ହେପାଟାଇଟିସ୍ ଔଷଧ ପେଗିଲେଟେଡ ଇଣ୍ଟରଫେରାନ୍ ଓଲ୍ଫା -୨ବି ର ବ୍ୟବହାର କରୋନା ସଂକ୍ରମିତଙ୍କଠାରେ ବ୍ୟବହାର କରିବାକୁ ଅନୁମତି ମାଗିଛି । ସୋମବାର ଦିନ ଜାଇଡସ୍ କାଡିଲା ପକ୍ଷରୁ!-->…
