କଟକଣା ଜାରି କଲା ସିଏମ୍ସି; ବିବାହରେ ୧୦୦, ଶୁଦ୍ଧିକ୍ରିୟା କାର୍ଯ୍ୟରେ ୫୦
କଟକ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏପ୍ରିଲ ମାସ ପାଇଁ କଟକଣା ଜାରି କରିଛି କଟକ ମହାନଗର ନିଗମ (ସିଏମ୍ସି)। ବିଭିନ୍ନ ସମାବେଶ ସମେତ ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ କଟକଣା ଜାରି କରାଯାଇଛି। ଏଣିକି କଟକ ମହାନଗର ନିଗମ ଅଞ୍ଚଳରେ ବିବାହ ଉତ୍ସବରେ ଶହେରୁ ଅଧିକ ଲୋକ ସାମିଲ!-->…
