୫-ଜି ବିରୋଧରେ କୋର୍ଟକୁ ଗଲେ ଅଭିନେତ୍ରୀ ଜୁହି ଚାୱଲା
ନୂଆଦିଲ୍ଲୀ : ଅଭିନେତ୍ରୀ ଜୁହି ଚାୱଲା ପ୍ରତି ପ୍ରସଙ୍ଗ ଉପରେ ନିଜର ମତ ଦେଇଥାନ୍ତି। ଏହା ସହିତ ଲୋକଙ୍କୁ ସୁରକ୍ଷା, ସ୍ବଚ୍ଛତା ଏବଂ ଅନ୍ୟ ଜରୁରୀ ପ୍ରସଙ୍ଗରେ ସଚେତନ କରାଇଥାନ୍ତି। ଭାରତରେ ଖୁବଶୀଘ୍ର ୫-ଜି ଟେକ୍ନିକ ଲାଗୁ ହେବାକୁ ଯାଉଛି। ଯହାର କୁପ୍ରଭାବ ପରିବେଶ ସହିତ ଲୋକଙ୍କ!-->…