୫ ହଜାର 2DG ମଗାଇଲେ ଓଡ଼ିଶା ସରକାର, ଜୁନ୍ ୧୦ ପରେ ରାଜ୍ୟକୁ ମିଳିବ
ଭୁବନେଶ୍ୱର, ୨୯।୫ : 2DG ମଗାଇଲେ ଓଡ଼ିଶା ସରକାର। କରୋନା ଚିକିତ୍ସା ପାଇଁ ଡିଆରଡିଓ ଓ ଡ. ରେଡ୍ଡି ଲ୍ୟାବ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ୨ଡିଜି। ଜୁନ୍ ୧୦ ପରେ ରାଜ୍ୟକୁ ମିଳିବ ୨ଡିଜି । ୫ ହଜାର ପ୍ୟାକେଟ୍ ପାଇଁ ଓଡିଶା ସରକାର ଅର୍ଡର ଦେଇଛନ୍ତି ।
ଶୁକ୍ରବାର କରୋନା ବିରୋଧୀ!-->!-->!-->…