Browsing Tag

ସଂବାଦ ଦାତା

ମୋଦୀ ସରକାରଙ୍କ କୃଷି ସଂସ୍କାର ଚାଷୀଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– କରୋନା ସମୟରେ ରାଜ୍ୟରେ ୩୬.୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ସିଧାସଳଖ ୨ ହଜାର ଟଙ୍କା ପାଇଛନ୍ତି – କୁଚିଣ୍ଡା, କୋରାପୁଟ ଓ କନ୍ଧମାଳ ସମେତ ଓଡିଶାର ଅଧିକାଂଶ ଅଞ୍ଚଳର ଚାଷୀ ଲାଭବାନ ହେବେ – ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ

ଆଜି ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୮: ଆଜି ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ୧୯ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ

“Mitron” ଆପ୍ କୁ ମିଳିଲା ବଡ ଫଣ୍ଡିଙ୍ଗ, ନେକ୍ସସ ଭେଞ୍ଚର ପାର୍ଟନର୍ସ ଦେବ ୫୦ ଲକ୍ଷ ଡଲାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୮: ଟିକଟକର ସ୍ଵଦେଶୀ ବିକଳ୍ପ କୁହାଯାଉଥିବା Mitron ଆପକୁ ଏକ ବଡ ଫଣ୍ଡିଙ୍ଗ ମିଳିଛି | ନେକ୍ସସ ଭେଞ୍ଚର ପାର୍ଟନର୍ସଙ୍କ ଠାରୁ ୫୦ ଲକ୍ଷ ଡଲାର ଫଣ୍ଡ ହାସିଲ କରିବାକୁ ଘୋଷଣା କରିଛ | Mitron ଏକ ସର୍ଟ ଫର୍ମ ସୋସିଆଲ ମିଡ଼ିଆ ଆପ | ଏହାଦ୍ୱାରା

ଟ୍ୱିନସିଟିରେ କରୋନା କଟକଣା ସହ ଗଣେଶ ପୂଜା ଅନୁମତି ପ୍ରଦାନ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: କଟକ ସହରର ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର ନିକଟ ବାଣୀସାହିର ଆବେଦନକାରୀ ଶିବେନ୍ଦ୍ର କୁମାର ହାତୀ (୬୫) ହାଇକୋର୍ଟରେ ଭୁବନେଶ୍ୱର ଓ କଟକରେ ଗଣେଶ ପୂଜା ବନ୍ଦ ନେଇ ଜାରି ନିର୍ଦ୍ଦେଶନାମା ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଦେଶରେ କରୋନା ଟିକା ପ୍ରସ୍ତୁତି ଦ୍ରୁତଗତିରେ ଆଗେଇ ଚାଲିଛି: ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ଆମ ଦେଶରେ ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତିରେ ଦ୍ରୁତ ଅଗ୍ରଗତି ଦେଖାଦେଇଛି । ଆସନ୍ତାକାଲି ଠାରୁ ଗୋଟିଏ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ ବୋଲି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲ ଆଜି କହିଛନ୍ତି। ଅନ୍ୟ ୨ଟି ଟିକାର

ନିର୍ବାଚନ ଆୟୋଗଙ୍କ ଇସ୍ତଫା: ଏସିଆନ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି ଦାୟିତ୍ଵରେ ରହିବେ ଅଶୋକ ଲାଭାସା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ନିର୍ବାଚନ ଆୟୋଗ ଅଶୋକ ଲାଭାସା ଆଜି ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଲଭାସା ଆଗାମୀ ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ  ବିକାଶ ବ୍ୟାଙ୍କ(ଏଡିବି)ରେ ଉପ ସଭାପତି ଦାୟିତ୍ଵ ସମ୍ଭାଳିବେ। ସେ ଏଡିବିରେ ଦିବାକର ଗୁପ୍ତାଙ୍କ ସ୍ଥାନ ନେବେ। ଲାଭାସା

ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ୨୦୨୦କୁ ସରକାର ଅନୁମତି ଦେଲେ : ୨୨୨ କୋଟି ଟଙ୍କା ଦେଇ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮: ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ସମସ୍ତ ମ୍ୟାଚ ଆୟୋଜନ କରାଯିବ। ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ଅନୁମତି ଦେଇଛନ୍ତି। ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି

“ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି” ରୁ ‘ଏନ୍‌ଡିଆର୍‌ଏଫ୍‌’ ପାଣ୍ଠିକୁ ଟଙ୍କା ସ୍ଥାନାନ୍ତର ହୋଇପାରିବ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮ : ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ଆସୁଥିବା ସମସ୍ତ ଅନୁଦାନ ‘ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’କୁ (ଏନ୍‌ଡିଆର୍‌ଏଫ୍) ସ୍ଥାନାନ୍ତର କରାଯାଉ ବୋଲି ଅନୁରୋଧ କରି ଏକ ‘ଏନ୍‌ଜିଓ’ ଦ୍ବାରା ଆଗତ ଆବେଦନକୁ ସୁପ୍ରିମ୍ କୋର୍ଟ ଆଜି ଖାରଜ

ଚାନ୍ଦବାଲି ଏନ.ଏ.ସି ଅଞ୍ଚଳ: ବିପନ୍ନ ଡ୍ରେନେଜ ଓ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର – ଦୁଇ ଦିନର ଲଘୁଚାପ ଜନିତ…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୮/୦୮: ଗତ ଦୁଇ ଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଅଧିକାଂଶ ସ୍ଥାନରେ ଜମି ରହୁଛି ଏପରିକି ଡ୍ରେନେଜ ପାଣି ସହ ବର୍ଷା ପାଣି ରାସ୍ତାରେ ଜମି ରହିଛି ଏବଂ କାହାର ଶୋଇବା ଘରେ ବର୍ଷା

କୋଭିଡ ନମୁନା ପରୀକ୍ଷାରେ ଓଡିଶା ଆଗୁଆ: ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ନମୂନା ପରୀକ୍ଷଣ – ଟ୍ୱିଟ କରି…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୮/୦୮ : ଓଡିଶା ନମୂନା ପରୀକ୍ଷଣ କରିବାରେ ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି। ନମୂନା ପରୀକ୍ଷା କରି ପ୍ରତି ୧୦ ଲକ୍ଷ ଜନସଂଖ୍ୟା ତୁଳନାରେ ଓଡିଶା ଜାତୀୟ ହାରଠାରୁ ଦୁଇ ଗୁଣ ଅଧିକ ରହିଛି। କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ
error: Content is protected !!
Open chat