Browsing Category
Regional
ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା
ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ ।
ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ!-->!-->!-->…
ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।!-->…
ପତିଙ୍କ ଦରମା ବଢିଲେ ପତ୍ନୀଙ୍କ ଅନ୍ତରୀଣ ଗୁଜୁରାଣ ଭତ୍ତା ମଧ୍ୟ ବୃଦ୍ଧି ହେବ: ହାଇକୋର୍ଟ
ଚଣ୍ଡୀଗଡ ୧୦/୨: ବୈବାହିକ ବିବାଦ ପରେ ଯଦି ପତିଙ୍କ ଦରମା ବଢୁଛି ତେବେ ପତ୍ନୀ ମଧ୍ୟ ଗୁଜୁରାଣ ଭତ୍ତା ବଢାଇବା ଦାବି କରିପାରିବେ । ତାଙ୍କର ଏହି ଅଧିକାର ଅଛି । ଏମିତି ନିଷ୍ପତି ଶୁଣାଇଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ହାଇକୋର୍ଟଙ୍କ ଜଷ୍ଟିସ୍ ଏଚଏସ ମଦାନ ଜଣେ ପତିଙ୍କ ଯାଚିକା ଖାରଜ!-->…
ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ
ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
ସୋସିଆଲ ମିଡିଆ!-->!-->!-->…
୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ
ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି। ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
ଲଶ୍କର-ଏ-ମୁସ୍ତଫା ମୁଖ୍ୟ ହିଦାୟତୁଲ୍ଲା ମଲିକ ଗିରଫ
ଜାମ୍ମୁ: ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ମୁସ୍ତଫାର ମୁଖ୍ୟ ହିଦାୟତୁଲ୍ଲା ମଲିକକୁ ଜାମ୍ମୁ ଏବଂ ଅନନ୍ତନାଗ ପୁଲିସ ଗିରଫ କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଏ ନେଇ ସୂଚନା ଦେଇଛି। ହିଦାୟତୁଲ୍ଲା ଜାମ୍ମୁରେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ପ୍ରାଥମିକ ଜେରାରୁ ଜଣାପଡ଼ିଛି।
ଲଶ୍କର-ଏ-ମୁସ୍ତଫା!-->!-->!-->…
ଆମେରିକାରେ ବଢୁଛି ଭାରତୀୟଙ୍କ ପ୍ରଭାବ, ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ | ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍!-->…
ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ସାନିଟାଇଜ ହେବ ବିଧାନସଭା : ବାଚସ୍ପତି
ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି।
ଆସନ୍ତା ୧୮ରୁ ବିଧାନସଭା ବଜେଟ୍!-->!-->!-->…
ଗାଙ୍ଗୁଲିଙ୍କର ପୁନର୍ବାର ଆଞ୍ଜିଓପ୍ଲାଷ୍ଟି କଲେ ଡାକ୍ତର, ଆଉ ୨ଟି ଷ୍ଟେଣ୍ଟ ଲାଗିଲା
କଲକାତା: ବିସିସିଆଇ ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁନର୍ବାର ହୃଦଘାତ ଯୋଗୁ କଲକାତାର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାସକ ମଧ୍ୟରେ ୨ୟ ଥର ପାଇଁ ହୃଦ୍ଘାତ ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କଠାରେ ପୁନର୍ବାର!-->…
ଆନ୍ଦୋଳନରତ କୃଷକ ସଂଗଠନ ହାତ ଛାଡିଲେ ୨ କୃଷି ସଂଗଠନ
ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ସମୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ୨ଟି କୃଷକ ସଂଗଠନ ରାଷ୍ଟ୍ରିୟ କିସାନ ମଜଦୁର ସଂଗଠନ ଏବଂ ଭାରତୀୟ କିସନ ୟୁନିଅନ (ଭାନୁ) ଆଜି କୃଷକଙ୍କ ବିରୋଧକୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି।ଭାରତୀୟ କିସାନ ୟୁନିଅନ (ଭାନୁ)ର ଅଧ୍ୟକ୍ଷ ଠାକୁର ଭାନୁ!-->…
