୭ ରୁ ଖୋଲିବ ସ୍କୁଲ-କଲେଜ, ୧୪ ରୁ ପ୍ରଥମରୁ ସପ୍ତମ ଯାଏଁ ଅଫଲାଇନ ପାଠପଢ଼ା
ଭୁବନେଶ୍ବର ୦୩/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଚଳିତ ମାସ ୭ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଅଷ୍ଟମରୁ ଉପରକୁ ସମସ୍ତ ଶ୍ରେଣୀର ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହେବ। କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଫେବ୍ରୁଆରି ୧୪ ତାରିଖ ଠାରୁ ଅଫ୍ଲାଇନ୍ କ୍ଲାସ ହେବ। ରାଜ୍ୟବାସୀଙ୍କୁ!-->…